ପଶ୍ଚିମ ଓଡିଶା ସଂକୀର୍ତ୍ତନ ,କଳାପରିଷଦ





Main Aims and Objective
1-ମାନବ ଜାତି ତଥା ସମାଜ ମଙ୍ଗଳ ପାଇଁ ଏହା ଏକ ପ୍ରତୀକ ଓ ମହତ ସଂଗଠନ .
2-ଧର୍ମ ନିରପେକ୍ଷ ରାଷ୍ଟ୍ର ରୂପେ ପରିଚିତ ଭାରତର ସଂସ୍କୃତି ,ସଂସ୍କାର ଓ ପରମ୍ପରାକୁ ରକ୍ଷ୍ୟା କରିବା ପାଇଁ ଏହି ସଂଗଠନ ଏକତା ବଦ୍ଧ .
3-ପଶ୍ଚିମ ଓଡିଶା ସମସ୍ତ କଳାକାର ଙ୍କୁ ନେଇ ସମାଜ ର ସଂସ୍କୃତି ଓ ସଂସ୍କାର ତଥା ପରମ୍ପରାକୁ ଉଚ୍ଚ ସ୍ଥାନରେ ପହଞ୍ଚେଇବା ଏହି
ଅନୁଷ୍ଠାନ ର ଅନ୍ୟତମ ଅଭିଳାଷ .
4-ଜନ ସମାଜ କୁ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବା ଏବଂ ସେମାନଙ୍କର ଏକତା ବଦ୍ଧ ର ସୁଦୃଢ ପାଇଁ
କାର୍ଯ୍ୟ କରି ପଶ୍ଚିମାଞ୍ଚଳର ଲୋକଙ୍କୁ ସାଂଗଠାନିକ ସଭା ,ସମିତି ,ସାଂସ୍କୃତିକ ,ଧର୍ମ ସଂସ୍କାର ଆତ୍ମା ସଂଯମତା ଓ ବିଭିନ୍ନତା
ମଧ୍ୟରେ ଏକତା ଓ କଳାତ୍ମକ ବିକାଶ ର ଏକତ୍ରୀ କରଣ କରିବ .
5-ଲୋକଶିକ୍ଷ୍ୟା ,ଜନସଚେତନା ,ଲୋକଗୀତ ,ଲୋକନୃତ୍ୟ ତଥା ଲୁପ୍ତ ହୋଇଯାଉଥିବା ଲୋକ ସଂସ୍କୃତି ଗୁଡିକର ପୁନଃ ଉତଥାନ ପାଇଁ ଜନ ସାଧାରଣରେ ସଚେତନତା ସୃଷ୍ଟି କରିବା ସଂଗଠନ ର ଉଦ୍ଦେଶ୍ୟ .
⇉ଅଧିକ ଜାଣିବା ପାଇଁ About us କୁ ପଢନ୍ତୁ
OUR VISIONARY
PRESIDENT-KAIBARTA CHHATRIA ,.................... GENERAL SECRETARY-ANANTA KUMBHAR,.......... TRESURER-RAGHUNATH LUHA
VICE PRESIDENT-TRILOCHAN RAJHANS,......... ADDITIONAL SECRETARY-KANDARPA TANDI,.........JOINT SECRETARY-SABYARANI JAGADALA
ADVISIOR-BHOJARAJ NANDA ,.............. EXECUTIVE MEMBER-MALAYA RANJAN DEEP,....... MEDIA AND EXECUTIVE-AMRUTA BADI
Contact Us
BIRMAHARAJPUR,DIST-SUBARNAPUR
ODISHA-767018
Regd No-824/2920202400110/2024/25
Mob-9937585839,9348022402 Estd-08.08.2024
Web-www.odishamandap.com
Why Us
Focus
Dedicated to preserving and promoting the rich tradition of Sankirtan and cultural heritage of Western Odisha.”
In Time
Committed to organizing every cultural and devotional event with perfect timing and discipline.”
Team Work
A united team of artists and devotees working together in harmony for divine expression through music and devotion.”